Chilka Devyanga manch BANPUR District, Khordha


https://itportal4u.blogspot.com

ଚିଲିକା ଦିବ୍ୟଙ୍ଗ ମଞ୍ଚ ର ମେମ୍ବର ସୌମ୍ୟ ରଞ୍ଜନ ବେହେରା ଗ୍ରାମ ସୋରଣ ବ୍ଲକ ଚିଲିକା ଆମେ କଲେକ୍ଟର ଅଫିସ୍ ଯାଇଥିଲୁ . କଲେକ୍ଟର କହିଲେ ଯେ କିଛି ସ୍ବାସ୍ଥ୍ୟ ଓ ଶିକ୍ଷା ପାଇଁ ବ୍ୟବସ୍ଥା କରିବେ. ଏବଂ କହିଲେ 


ସାହାଯ୍ୟ କରିବା ପାଇଁ ଚିଲିକା  ଦିଭ୍ୟଗ ମଞ୍ଚ କୁ ଆସିବା କୁ ପ୍ରତିଶୁତି ଦେଲେ. ଏବଂ CDM ଙ୍କୁ କହିକି ସ୍ବାସ୍ଥ୍ୟ ର ସାହାଯ୍ୟ ନିମନ୍ତେ ପ୍ରତିଶୁତି ଦେଲେ.