ନମ୍ବର ୬ରେ ଭିନ୍ନକ୍ଷମଙ୍କ ନିଯୁକ୍ତି ମେଳା

 ନମ୍ବର ୬ରେ ଭିନ୍ନକ୍ଷମଙ୍କ ନିଯୁକ୍ତି ମେଳା


ଭୁବନେଶ୍ୱର,୧।୯(ବ୍ୟୁରୋ): ଭିନ୍ନକ୍ଷମଙ୍କ ଲାଗି ନ୍ୟାସନାଲ କ୍ୟାରିଆର ସର୍ଭିସ ସେଣ୍ଟର (ଏନ୍‌ସିଏସ୍‌ସିଡିଏ) ଭୁବନେଶ୍ଵର, ଶ୍ରମ ଓ ନିଯୁକ୍ତ ମନ୍ତ୍ରଣାଳୟ, ଭାରତ ସରକାର ଆସନ୍ତା ସେପ୍ଟେମ୍ବର ୬ତାରିଖରେ ଜୋମାଟୋ ଏବଂ ନି ଓ ମିସନ ସହଯୋଗରେ ନିଯୁକ୍ତି ମେଳାର ଆୟୋଜନ କରିବାକୁ ଯାଉଛନ୍ତି । ଗଣ୍ଡମୁଣ୍ଡା ପୋଖରୀପୁଟ, ଏସିଏସ୍‌ଡିଏ ପୁଟ ନଂ ୧, ୨, ୫ ଏବଂ ୬ରେ ସକାଳ ୯ରେ ଇଚ୍ଛୁକ ପାର୍ଥୀମାନେ ପହଞ୍ଚି ବା ଜରୁରୀ ବୋଲି କୁହାଯାଇଛି। ଏହି ନିଯୁକ୍ତି ମେଳା କେବଳ ପୁରୁଷ ଚଳନଶକ୍ତି ବାଧିତ ଭିନ୍ନକ୍ଷମମାନଙ୍କ ପାଇଁ ଉପଯୁକ୍ତ । ଏହି ମେଳାରେ ବିତରଣ କାର୍ଯ୍ୟନିର୍ବାହୀ ପଦ ପାଇଁ ଭିନ୍ନକ୍ଷମମାନେ ଭାଗ ନେଇପାରିବେ । ଏହି ନିଯୁକ୍ତି ମେଳାରେ ଜୋମାଟୋ ଓଡ଼ିଶାରେ ଏବଂ ପାନ୍ ଇଣ୍ଡିଆରେ ନିଯୁକ୍ତି ସୁଯୋଗ ମିଳିବ । ନିଓମୋସନ୍ ମନୋନୀତ ପ୍ରାର୍ଥୀଙ୍କୁ ସବ୍‌ସିଡି ଯୁକ୍ତ ବୈଦ୍ୟୁତିକ ହୁଇଲ ଚେୟାର ପ୍ରଦାନ କରିବ। ଚାକିରି ପାଇବାକୁ ଇଚ୍ଛା ରଖିଥିବା ଭିନ୍ନକ୍ଷମ ବ୍ୟକ୍ତି ନିଜର ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ନକଲ, ଆଧାରକାର୍ଡ, ପାସପୋର୍ଟ ସାଇଲ୍ ଫଟୋଗ୍ରାଫ, ଭିନ୍ନକ୍ଷମ ପ୍ରମାଣପତ୍ର ଏବଂ ବାୟୋଡାଟା ଫର୍ମ ଆଦି କାଗଜପତ୍ର ସହିତ ଆସି ଏହି ନିଯୁକ୍ତି ମେଳାରେ ଭାଗ ନେବାକୁ ଅନୁରୋଧ କରାଯାଇଛି।


ପଦରେ ନିଯୁକ୍ତି ପାଇଛନ୍ତି ପ୍ର ବେହେରା। କେନ୍ଦ୍ରୀୟ ଓ ଆୟୋଗ (ୟୁପିଏସ୍‌ସି) । ପଦବି ପାଇଁ ଗତ ୨୮ ତାରି ପରୀକ୍ଷା ଓ ସାକ୍ଷାତକାର କ ଆୟୋଗ ପକ୍ଷରୁ ସମଗ୍ର



ଇସ୍ରୋର ସୌଗ ଆଞ୍ଚଳିକ ବିଜ୍ଞ

ଳୟ



ଭୁବନେଶ୍ୱର,୧।୯ (ବ୍ୟୁରେ ହୋଇ ସାରିଲାଣି କାଉ ସବୁପ୍ରକାର ପ୍ରସ୍ତୁତି ହୋଇଛି । ଆଜି ଇସ୍ରୋ ପ

କରାଯିବ ସୌର ମିଶ୍ର

୩ର ସଫଳତା ପ

ଦିନ ୧୧.୫୦ରେ

ଶ୍ରୀହରିକୋଟାରୁ ଉତ୍

ଆଦିତ୍ୟ ଏଲ-୧୮।